Odia Movie Update Through Mail

Veteran actor Om Puri has passed away due to a massive heart attack

           ଗୁରୁବାର ସନ୍ଧ୍ୟାରେ ହୃଦ୍‌ଘାତ ଯୋଗୁଁ ଖ୍ୟାତିସମ୍ପନ୍ନ ବଲିଉଡ୍‌ ଅଭିନେତା ଓମ୍‌ ପୁରୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ଘନିଷ୍ଠ ବନ୍ଧୁ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ପ୍ରଥମେ ଟ୍ଵିଟର୍‌ ଯୋଗେ ଏହି ବିୟୋଗାନ୍ତ ଘଟଣାର ସୂଚନା ଦେଇଥିଲେ। ଗତ ସନ୍ଧ୍ୟାରେ ପୁରୀ ଏକ ସୁଟିଂରୁ ଫେରିଥିଲେ।


      Veteran actor Om Puri has passed away due to a massive heart attack at 6:30 am, on Friday morning. He was 66-years-old.

Post a Comment

0 Comments