ବର୍ଷୀàŸାନ ଅà¬ିନେତା ବିà¬œàŸ à¬®à¬¹ାନ୍ତିଙ୍କ ଦେହାନ୍ତ ବିଷàŸà¬°େ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅà¬ିନàŸà¬° ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦàŸà¬°େ ସର୍ବଦା ସ୍ମରଣୀàŸ à¬•à¬°ି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) July 20, 2020
..CM @Naveen_Odisha has expressed deep grief over the passing away of renowned film actor & director #BijayMohanty. CM said, his death marks the end of an era and has created a deep void in Odia film industry. CM announced that the veteran actor will be cremated with state honours.
— CMO Odisha (@CMO_Odisha) July 20, 2020



0 Comments
Thank Q for You Feedback.. Jai jagannath